ଲକ୍‌ଡାଉନ୍‌ ସମୟରେ ତବଲିଗି ସଦସ୍ୟଙ୍କୁ ପଳାଇବାରେ ସାହାଯ୍ୟ କରିଥିବା ମୌଲାନା ସର୍‌ୱର୍‌ ପୁଲିସ ଜେରାର ସମ୍ମୁଖୀନ

ନୂଆଦିଲ୍ଲୀ: କୋଭିଡ୍-୧୯ ଲକ୍‌ଡାଉନ୍‌ ସମୟରେ ମସ୍‌ଜିଦ୍‌ ମଧ୍ୟରୁ ତବଲିଗି ଜମାତ୍ ସଦସ୍ୟମାନଙ୍କୁ ପଳାଇ ଯିବାରେ ସାହାଯ୍ୟ କରିଥିବା ମୌଲାନା ଗୁଲାମ୍ ସର୍‌ୱର୍‌ଙ୍କୁ ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ ଜେରା କରିଛି। ପ୍ରାପ୍ତ ସୂଚନା ଅନୁସାରେ, ଜାମିଆ ନଗର ଥାନାରେ ୯ ଘଣ୍ଟାରୁ ଅଧିକ ସମୟ ଧରି ଏକ ପୁଲିସ ଟିମ୍ ମୌଲାନା ଗୁଲାମ୍ ସର୍‌ୱାର୍‌ଙ୍କୁ ଜେରା କରିଥିଲା। ମୌଲାନା ସେମାନଙ୍କୁ ସହଯୋଗ କରୁ ନାହାନ୍ତି ଏବଂ ତାଙ୍କ ବିରୋଧରେ ଉଠିଥିବା … Continue reading ଲକ୍‌ଡାଉନ୍‌ ସମୟରେ ତବଲିଗି ସଦସ୍ୟଙ୍କୁ ପଳାଇବାରେ ସାହାଯ୍ୟ କରିଥିବା ମୌଲାନା ସର୍‌ୱର୍‌ ପୁଲିସ ଜେରାର ସମ୍ମୁଖୀନ